Latest Odisha News

BREAKING NEWS

ବବିତା ଫୋଗଟ ଘରକୁ ନୂଆ ଅତିଥି ଆସିବେ

ନୂଆଦିଲ୍ଲୀ:ଭାରତର ଷ୍ଟାର ମହିଳା ପହିଲିମାନ ବବିତା ଫୋଗଟ ମାଆ ହେବେ । ତାଙ୍କ ଘରକୁ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବେ । ଗତ ବର୍ଷ ଡିସମ୍ବରରେ ସେ ପହିଲିମାନ ବିବେକଙ୍କୁ ବିବାହ କରିଥିଲେ । ବିବେକ ଓ ବବିତା ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଖବର ଶେୟାର କରିଛନ୍ତି ।

ବବିତା ଲେଖିଛନ୍ତି, ଆପଣଙ୍କ ପତ୍ନୀ ରୂପେ ମୁଁ ପ୍ରତ୍ୟେକ ମୂହର୍ତକୁ ଆନନ୍ଦ ଉଠାଇଛି । ମୁଁ ଭାଗ୍ୟଶାଳୀ, ତୁମେ ମୋର ଖୁସି, ମୋତେ ସମ୍ପୂର୍ଣ୍ଣ କରିଥିବାରୁ ମୁଁ ବେଶ୍ ଆନନ୍ଦିତ । ଜୀବନର ଏହି ନୂତନ ଅଧ୍ୟାୟ ନେଇ ବେଶ୍ ରୋମାଂଚିତ ଅଛି । ଅଳ୍ପ ସମୟ ମଧ୍ୟରେ ୪୦ ହଜାର ଲୋକ ଏହାକୁ ଲାଇକ କରିଛନ୍ତି । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ବବିତା ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ ।

Leave A Reply

Your email address will not be published.