ମୁମ୍ବାଇ: ଡିସେମ୍ବର ୬, ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଖବରରେ ବୁଧବାର ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Congratulations Mr Lal Krishna Advani you are now acquitted of the charges of single handedly drawing a bloody line across the soul of this country. May God give you a very long life.
— Anubhav Sinha (@anubhavsinha) September 30, 2020
बाबरी मस्जिद ख़ुद ही गिर गया था। ??????
— Swara Bhasker (@ReallySwara) September 30, 2020
#BabriMasjidDemolitionCase HIT n RUN case .. DRIVERS acquitted.. JUSTICE arrested and BURIED .. NEW INDIA #JustAsking
— Prakash Raj (@prakashraaj) September 30, 2020
୨୮ବର୍ଷ ଧରି ଚାଲିଥିବା ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମଏମ ଯୋଶୀ, ଉମା ଭାରତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ମହନ୍ତ ନିତ୍ୟ ଗୋପାଳ ଦାସ ଅଛନ୍ତି।
Comments are closed.