Latest Odisha News

BREAKING NEWS

Browsing Tag

LK Advani

“ଶ୍ରୀରାମଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଉ”: ଏଲ.କେ ଆଡ଼ଭାନୀ

ଲକ୍ଷ୍ନୌ: ୧୯୯୨ ମସିହାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ବୁଧବାର ଏକ ସ୍ବତନ୍ତ୍ର ଅଦାଲତ ଦ୍ୱାରା ନିର୍ଦ୍ଦୋଷରେ ଖଲାସ   ହୋଇଛନ୍ତି ବିଜେପି ନେତା ଏଲ.କେ ଆଡଭାନୀ । ସେ କହିଛନ୍ତି ଯେ ଏହା ତାଙ୍କର ତଥା ତାଙ୍କ ଦଳର ରାମ ଜନ୍ମଭୂମି ଆନ୍ଦୋଳନ ପ୍ରତି ଥିବା ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ…

ବାବ୍ରି ମସଜିଦ ମାମଲା ଶୁଣାଣି; କ’ଣ ପ୍ରତିକ୍ରିୟା ରଖିଲେ ବଲିଉଡ ତାରକା, ପଢ଼ନ୍ତୁ

ମୁମ୍ବାଇ: ଡିସେମ୍ବର ୬, ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ଖବରରେ ବୁଧବାର ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। Congratulations Mr Lal Krishna Advani you are now acquitted of…

ବାବ୍ରି ମସଜିଦ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆସିବ ରାୟ

ଲକ୍ଷ୍ନୌ: ସେପ୍ଟେମ୍ବର ୩୦ରେ ଆସିବା ବହୁ ଚର୍ଚ୍ଚିି ବାବ୍ରି ମସଜିଦ ଭଙ୍ଗା ପ୍ରସଙ୍ଗର ରାୟ । ଏହି ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିଜେପି ନେତା ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ…

ଅଯୋଧ୍ୟା ଆନ୍ଦୋଳନର ପାଞ୍ଚ କର୍ଣ୍ଣଧାର, ଜାଣନ୍ତୁ କିଏ ସେମାନେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୀର୍ଘ ୪୯୨ ବର୍ଷର ଅପେକ୍ଷାର ଅନ୍ତ ହେବ । ୭୦ ବର୍ଷ ତଳେ ନିଆଯାଇଥିବା ସଂକଳ୍ପ ଆଜି ଆକାର ଧାରଣ କରିବ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟା ଆନ୍ଦୋଳନରେ ଲେଖାଯିବ ନୂଆ ଅଧ୍ୟାୟ । ୧୫୨୮ ମସିହାରୁ…