Latest Odisha News

BREAKING NEWS

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #ବ୍ୟାନଲକ୍ଷ୍ମୀବମ୍‌

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ତାଙ୍କ ଆଗାମୀ ଫିଲ୍ମ ଲକ୍ଷ୍ମୀବମ୍ କୁ ବ୍ୟାନ୍ ପାଇଁ ୟୁଜର୍ସ ମାନେ ଦାବି କରିଛନ୍ତି ।

ସୋସିଆଲ୍ ମିଡିଆରେ ଶେୟାର କରିଥିବା ଏକ ଭିଡିଓରେ ସେ କହିଥିଲେ ଯେ ବଲିଉଡରେ ଡ୍ରଗ୍ସ ଲିଙ୍କ ରହିଛି ହେଲେ ସମସ୍ତେ ସାମିଲ ନାହାଁନ୍ତି । ତେବେ ଅକ୍ଷୟ ସେମାନଙ୍କୁ ସପୋର୍ଟ କରୁଥିବା ଭାବି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମାନେ #ବ୍ୟାନଲକ୍ଷ୍ମୀବମ୍ ଟ୍ରେଣ୍ଡ କରିଛନ୍ତି ।

Leave A Reply

Your email address will not be published.