Latest Odisha News

BREAKING NEWS

ହଲିଉଡର ଲୋକପ୍ରିୟ କମେଡିଆନ୍ ଥମାସ ଜେଫରସନଙ୍କୁ ଗୁଳି କରି ହତ୍ୟା

ମୁମ୍ବାଇ: ହଲିଉଡର ଲୋକପ୍ରିୟ କମେଡିଆନ୍ ଥମାସ ଜେଡଫରସନ ବେୟର୍ଡଙ୍କୁ ଆଟଲାଂଟାରେ ଗୁଳିକରି ହତ୍ୟା କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ୭୦ ବର୍ଷୀୟ ବେୟର୍ଡ ସ୍ପାଇକଲ ଲିର ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଜଣେ ଭଲ ଷ୍ଟେଜ କଳାକାର ମଧ୍ୟ ଥିଲେ ।

୨୦୦୩ରେ ସେ ବ୍ଲାକ ବଟମ ପାଇଁ ବହୁ ପ୍ରଶଂସିତ ହୋଇଥିଲେ । ପୋଲିସ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ କରିଦେଇଛି । ତେବେ ରିପୋର୍ଟ ହସ୍ତଗତ ହେଲା ପର୍ଯ୍ୟନ୍ତ କୌଣସି ଅପରାଧୀ ଧରାପଡି ନାହାନ୍ତି ।

Leave A Reply

Your email address will not be published.