Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ ।
କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪ (ଭାଇଜାଗ) । ଚତୁର୍ଥ ଟି୨୦: ୧୭ଜୁନ (ରାଜକୋଟ) ଓ ୫ମ ଟି୨୦ ଜୁନ ୧୯ରେ ବାଙ୍ଗାଲୋରରେ ଖେଳାଯିବ ।

ଦୀର୍ଘ ଦିନ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଆନ୍ତର୍ଜାତୀୟ ମ୍ୟାଚ ଫେରୁଥିବାରୁ କ୍ରିକେଟପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି । ଭାରତ ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଥିଲା ।

Leave A Reply

Your email address will not be published.