ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ଆର୍ଜେଂଟିନାର ଲିଓନେଲ ମେସିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଣେ ଭିନ୍ନ ଧରଣର ଖେଳାଳି । ତାଙ୍କ ପରି କିଏ ହେବେ ନାହିଁ । ମୋ ମତରେ ସେ ଶ୍ରେଷ୍ଠ ଫୁଟବଲ ଖେଳାଳି ।
ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଭଲ ଖେଳାଳି ହୋଇଥିଲେ ମଧ୍ୟ ମେସିଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିବେ ବୋଲି ବେକହାମ କହିଛନ୍ତି । ରୋନାଲ୍ଡୋ ଓ ବେକହାମ ୨ ବର୍ଷ ଏକତ୍ର ମାଂଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳିଛନ୍ତି । ୨୦୧୩ ପରଠାରୁ ସେ ଫୁଟବଲଠାରୁ ଦୂରେଇ ଯାଇଥିଲେ ।
Comments are closed.