Latest Odisha News

BREAKING NEWS

ଶୀତକାଳୀନ ଅଲିମ୍ପିକ୍ସ: କୂଟନୈତିକ ବହିଷ୍କାର କରିଥିବା ଦେଶକୁ ଧମକ ଦେଲା ଚୀନ

ବେଜିଂ: ୨୦୨୨ ବେଜିଂ ଶୀତକାଳନୀ ଅଲିମ୍ପିକ୍ସରେ କୂଟନୈତିକ ବହିଷ୍କାର କରିଥିବା ଦେଶଗୁଡିକୁ ଗୁରୁବାର ଚୀନ ଧମକ ଦେଇଛି । ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ବହିଷ୍କାର ଘୋଷଣା କରି ସାରିଛନ୍ତି । ଯେଉଁମାନେ ଶୀତାକାଳୀନ ଅଲିମ୍ପିକ୍ସକୁ ବହିଷ୍କାର କରିଛନ୍ତି ସେମାନଙ୍କୁ ବହୁତ କିଛି ଭୋଗିବାକୁ ପଡିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ରିପୋର୍ଟ ମୁତାବକ ଆହୁରି ଅନେକ ଦେଶ ଏହାକୁ ବହିଷ୍କାର କରିବେ । ତେବେ ସେମାନେ ଖେଳାଳିମାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି । ଆମେରିକା ପ୍ରଥମ ଦେଶ ଭାବେ ଏହି ନିଷ୍ପତି ନେଇଥିଲା ।

BjdElectrycity

୧୯୫୬ ମେଲବୋର୍ଣ୍ଣ, ୧୯୬୪ ଟୋକିଓ, ୧୯୭୬ ମଂଟ୍ରିଲ, ୧୯୮୦ ମସ୍କୋ, ୧୯୮୪ ଲସ ଆଞ୍ଜେଲ୍ସ ଓ ୧୯୮୮ ସିଓଲ ଅଲିମ୍ପିକ୍ସକୁ ଯୁଦ୍ଧ, ଆକ୍ରମଣ ଓ ବର୍ଣ୍ଣବୈଷ୍ୟମତା ନେଇ ଅନେକ ଦେଶ ବହିଷ୍କାର କରିଥିଲେ । ଚୀନର ଧମକ ପରେ ଏହି ୪ ଦେଶରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.