Latest Odisha News

BREAKING NEWS

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି ଟାଇମ୍ସ.ୟୁକେ ପରି ଅନ୍ତର୍ଜାତୀୟ ନ୍ୟୁଜ ୱେବସାଇଟରେ ଏହା ଉଲ୍ଲେଖ କରାଯାଇଛି ।

କାମେଲିଡ୍ସ ଶରୀରର ଆଂଟିବଡିଜ ପୂର୍ବରୁ ଏମଇଆରଏଓ ଓ ଏସଏଆରଏସ ପରି ଭାଇରସକୁ ରୋକିବାରେ ମଧ୍ୟ ସଫଳ ହୋଇଥିଲା । କୋଭିଡ-୧୯ ସଂକ୍ରମଣ ମଧ୍ୟ ଏଥିରେ ଭଲ ହୋଇପାରିବ ବୋଲି ଉକ୍ତ ବୈଜ୍ଞାନିକଜଣଙ୍କ କହିଛନ୍ତି । ଭାଲାମାସ ଇନଷ୍ଟିଚ୍ୟୁଟ ଫର ବାଓଟେକନୋଲୋଜିରେ ଦୀର୍ଘ ଦିନ ଧରି ଭାଇରସ ଉପରେ ଗବେଷଣା ଚାଲିଛି । ଏହି ଟିମର ଉପରୋକ୍ତ ବୈଜ୍ଞାନିଜଣଙ୍କ ରହିଛନ୍ତି । ଆଉ କେତେକ ସାର୍କ ଉପରେ ଏ ନେଇ ପରୀକ୍ଷା ନିରୀକ୍ଷା ଚଲାଇଛନ୍ତି ।

Leave A Reply

Your email address will not be published.