Latest Odisha News

BREAKING NEWS

‘ଭାରତ ବନ୍ଦ’ ଯୋଗୁଁ ରାଜ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଯୋଗୁଁ ଚଳାଚଳ ବନ୍ଦ ରହିଛି ।

ବନ୍ଦ ଯୋଗୁଁ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍ ଅଟକି ରହିଥିବା ନେଇ ଅଧକାରୀକ ସୁତ୍ରରୁ ପ୍ରକାଶ ।

୬୮୪୦୭ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର (ଭଦ୍ରକ ଷ୍ଟେସନରେ)

୫୮୪୨୫ କେନ୍ଦୁଝରଗଡ-ଭୁବନେଶ୍ୱର ପାସେଞ୍ଜର (କେନ୍ଦୁଝରଗଡ)

୧୨୮୯୩ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି (ଭୁବନେଶ୍ୱର ଷ୍ଟେସନରେ)

୧୨୮୬୩ ହାୱଡା-ଯଶବନ୍ତପୁର ଏକ୍ସପ୍ରେସ (ବ୍ରହ୍ମପୁର)

୬୮୪୩୪ ଇଚ୍ଛାପୁର-କଟକ ମେମୁ (ବ୍ରହ୍ମପୁର)

୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର (ଭୁବନେଶ୍ୱର)

Leave A Reply

Your email address will not be published.