ମୁମ୍ବାଇ: ଚର୍ଚ୍ଚାରେ ଅପକମିଂ ଫିଲ୍ମ ‘ଭୁଲଭୁଲେୟା-୨’ । ନିଦେ୍ର୍ଧଶକ ତଥା ଲେଖକ ଅନୀସ ବଜ୍ମୀଙ୍କ ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ୍ ନଜର ଆସିବେ । ତାଙ୍କ ସହ କମେଡିଆନ୍ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । ଫିଲ୍ମ ‘ଭୁଲ୍ଭୁଲେୟା’ରେ ରାଜପାଲ ନିଜ କମେଡିରେ ଲୋକଙ୍କୁ ଖୁବ୍ ହସାଇଥିଲେ । ଦର୍ଶକ ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହି ଫିଲ୍ମରେ ମଧ୍ୟ ତାଙ୍କୁ କମେଡିଆନ୍ ଭୂମିକାରେ ଦେଖିବାକୁ ମିଳିବ ।
‘ଭୁଲ୍ଭୁଲେୟା-୨’ ନେଇ ରାଜପାଲ କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି । ଦର୍ଶକଙ୍କୁ ବହୁତ ଧନ୍ୟବାଦ ଯେ ମୋର ରୋଲ୍କୁ ଏତେ ପସନ୍ଦ କରିଛନ୍ତି । ଏହି ଫିଲ୍ମକୁ ନେଇ ମୁଁ ବେଶ୍ ଉତ୍ସାହିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ‘ଭୁଲଭୁଲେୟା-୨’ ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଭୁଲଭୁଲେୟା’ର ସିକ୍ଲେଲ । ହେଲେ ଏହାର କାହାଣୀ ପୂରା ଅଲଗା । ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ ଥିବା ବେଳେ ତାଙ୍କ ଅପଜିଟରେ କିଆରା ଆଡଭାନୀ ନଜର ଆସିବେ ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.