Latest Odisha News

BREAKING NEWS

ଝିଅ ହେବା ଖୁସିରେ ଦୋକାନୀ ମାଗଣା ବାଂଟିଲେ ୫୦୦୦୦ ଗୁପଚୁପ

କୋଲାର: ପୁଅ-ଝିଅ ମଧ୍ୟରେ ତାରତମ୍ୟ ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଜଣେ ଗୁପଚୁପ ଦୋକାନୀ । ଭୋପାଳର କୋଲାର ଅଂଚଳରେ ଗୁପଚୁପ ବିକ୍ରୀ କରନ୍ତି ଅଂଚଲ ଗୁପ୍ତା । ତାଙ୍କ ଘରେ ଝିଅ ଜନ୍ମ ହେବାରୁ ସେ ଖୁସିରେ ୫୦୦୦୦ ଗୁପଚୁପ ମାଗଣା ଖାଇବାକୁ ଦେଇଥିଲେ । ଯାହାକି ଉପରୋକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି ।

ତାଙ୍କର ପୂର୍ବରୁ ଗୋଟିଏ ପୁଅ ଥିଲା । ସେ ଭଗବାନଙ୍କୁ ଝିଅଟିଏ ପାଇଁ ଆକୁଳ ନିବେଦନ କରୁଥିଲେ । ଯେଉଁ ଗ୍ରାହକମାନେ ମୋ ଭଲ ମନ୍ଦରେ ସବୁବେଳେ ଛିଡା ହୋଇଛନ୍ତି ସେମାନଙ୍କୁ ମୋ ଖୁସିରେ ସାମିଲ କରିବା ମୂଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି । ସେ ଏହି ଅଂଚଳରେ ପ୍ରାୟ ୧୪ ବର୍ଷ ଧରି ଗୁପଚୁପ ବିକୁଛନ୍ତି ।

Leave A Reply

Your email address will not be published.