Latest Odisha News

BREAKING NEWS

ଭୁବନେଶ୍ୱର ଏମସ୍ ଛାତ୍ରୀ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱରର ଗୌରବ ବଢାଇଛନ୍ତି ଏମସ୍‌ର ଡାକ୍ତରୀ ଛାତ୍ରୀ ଡକ୍ଟର ବିନିତା କେ. । ସେ ମେଡିକାଲ ପିଜି ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ଆଜି ଘୋଷଣା କରାଯାଇଥିବା ସର୍ବଭାରତୀୟ ଏମସ୍ ପିଜି ପ୍ରବେଶିକା ପରୀକ୍ଷା ଫଳାଫଳରେ ଭୁବନେଶ୍ୱର ଏମସର ୬ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସାରା ଦେଶରେ ର‌୍ୟାଙ୍କ ହାସଲ କରିଥିବା ୪୩୩୫ ଜଣଙ୍କ ମଧ୍ୟରେ ଭୁବନେଶ୍ୱର ଏମସର ୭୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।

Leave A Reply

Your email address will not be published.