Latest Odisha News

BREAKING NEWS

ଆଉ ଜଣେ କରୋନା ଯୋଦ୍ଧା ଜୀବନ ହାରିଲେ

ଭୁବନେଶ୍ୱର: ଆଉ ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ଲିଙ୍ଗରାଜ ପୋଲିସ ଷ୍ଟେସନରେ  ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଥିବା ବ୍ରଜ କିଶୋର ଦଳାଇ କୋଭିଡ-୧୯ ରେ ପଜିଟିଭ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଶନିବାର ଏକ ଟ୍ୱିଟ କରି ଏହା ଜଣାଇଛନ୍ତି।

Leave A Reply

Your email address will not be published.