ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଶୁକ୍ରବାର ଅପରାହ୍ନ ୩ଟା ୩୦ମି.ରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଛାଡିବ ।
ଏହି ଟ୍ରେନ ସକାଳ ୯ଟା ୩୦ମି.ରେ ଛାଡିବାକୁ ଥିବା ବେଳେ ଏଥିରେ କୌଣସି କାରଣବଶତଃ ବିଳମ୍ବ ଘଟିଛି ।
ଟ୍ରେନଟି ବିଳମ୍ବରେ ଚଳାଚଳ କରିବା ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।
Comments are closed.