Latest Odisha News

BREAKING NEWS

ଭୁବନେଶ୍ୱରରୁ ବିଳମ୍ବରେ ଛାଡିବ ରାଜଧାନୀ ଏକ୍ସପ୍ରେସ୍ !

ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଶୁକ୍ରବାର ଅପରାହ୍ନ ୩ଟା ୩୦ମି.ରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଛାଡିବ ।

ଏହି ଟ୍ରେନ ସକାଳ ୯ଟା ୩୦ମି.ରେ ଛାଡିବାକୁ ଥିବା ବେଳେ ଏଥିରେ କୌଣସି କାରଣବଶତଃ ବିଳମ୍ବ ଘଟିଛି ।

ଟ୍ରେନଟି ବିଳମ୍ବରେ ଚଳାଚଳ କରିବା ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.