Latest Odisha News

BREAKING NEWS

ଆଜିଠୁ ଗଡ଼ିଲା ଭୁବନେଶ୍ବର-ନୟାଗଡ଼ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଆଜିଠୁ ଭୁବନେଶ୍ବରରୁ ନୟାଗଡ଼କୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଏହି ଟ୍ରେନ୍ ଆଜି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଛାଡିଛି । ଏହି ଟ୍ରେନ୍ ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଭୁବନେଶ୍ବର ଅଭିମୁଖେ ଛାଡିବ । ତେବେ ଏହି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତିକରଣ ରୁଟରେ ଚଳାଚଳ କରିବ । ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ଯାତ୍ରାର ପୂର୍ବଦିନ କେବଳ ନୟାଗଡ଼ ପୁରୁଣା ଜେଲ ଠାରେ ଥିବା ଟିକେଟ କାଉଣ୍ଟରରେ ସଂରକ୍ଷିତ ଟିକେଟ୍ କାଟି ପାରିବେ । ନଚେତ ଅନଲାଇନରେ ଟିକେଟ କାଟିପାରିବେ l

Leave A Reply

Your email address will not be published.