ଭୁବନେଶ୍ୱର: ଭୁବନେଶ୍ୱରରେ ରାସ୍ତା ନିର୍ମାଣ ବଳ ପୂର୍ବକ ଉଚ୍ଛେଦକୁ ବିରୋଧ । ଏହାକୁ ନେଇ ସାଲିଆ ସାହି ବସ୍ତି ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାସ୍ତା ନିର୍ମାଣକୁ ନେଇ ଶହ ଶହ ବସ୍ତି ବାସିନ୍ଦା ଏକାଠି ହୋଇ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଶୋଇ ରହି ସ୍କ୍ୱାର୍ଡ ଓ ପୋଲିସ ଗାଡିକୁ ମଧ୍ୟ ଅଟକାଇଥିବା ଜଣାପଡିଛି । ସିଆର୍ପି ଛକରୁ ଇନ୍ଫୋସିସ୍ ଭାୟା ସାଲିଆସାହି ଦେଇ ୨ଶହ ଫୁଟ୍ ରାସ୍ତା ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି । ତେବେ ଏହାକୁ ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦା ବିରୋଧ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଜମି ପଟ୍ଟା ଦିଆଯାଉ ବୋଲି ଦାବି କରିଛନ୍ତି ।
BREAKING NEWS
- Special OTET PaperLeak: ସ୍ପେଶାଲ୍ OTET ପ୍ରଶ୍ନପତ୍ର ଜାଲିଆତି ଘଟଣା, ଆସନ୍ତା ୫ରେ ଶୁଣାଣି…
- ୱେଷ୍ଟଇଣ୍ଡିଜକୁ ହରାଇ ସେମିର ନିକଟତର ହେଲା ଦକ୍ଷିଣ ଆଫ୍ରିକା
- ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ ପରେ ଏମାନେ ହରାଇ ପାରନ୍ତି ଅଧିନାୟକ ପଦ
- କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୨୫ କୋଟି ଟଙ୍କା ମୂଲ୍ୟର ହାଶିଶ ତେଲ ଓ ୫ କୋଟି ଟଙ୍କାର ଗଞ୍ଜେଇ ଜବତ
- ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା; ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ସହାୟତା ରାଶି
- CPET 2026: କାଲିଠୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
- Dr. Uchhab Charan Das Passes Away: ଆଉ ନାହାଁନ୍ତି ଓଡିଶାର ପ୍ରଖ୍ୟାତ ଘୋଡାନାଚ କଳାକାର ଉଚ୍ଛବ ଚରଣ ଦାସ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
- TSML Water Management System at SCM: ଟାଟା ଗ୍ରୁପର ଅନନ୍ୟ ପଦକ୍ଷେପ, ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ ଲାଗିଲା ଅତ୍ୟାଧୁନିକ ଜଳ ପରିଚାଳନା ବ୍ୟବସ୍ଥା
Comments are closed.