ପାଟନା: ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଙ୍ଗଳବାର ବିହାର ବଜେଟ ଉପସ୍ଥାପିତ କରିଛନ୍ତି । ୨ ଲକ୍ଷ ୧୧ ହଜାର ୭୬୧ କୋଟି ଟଙ୍କାର ବଜେଟରେ ଶିକ୍ଷା ବାବଦକୁ ୩୫ ହଜାର କୋଟି ଟଙ୍କା ଦିଆଯାଇଛି । ସେହିପରି ସଡକ ପରିବହନ ପାଇଁ ୧୭ ହଜାର ୩୪୫ କୋଟି, ସ୍ୱାସ୍ଥ୍ୟ ନିମନ୍ତେ ୧୦ ହଜାର ୯୩୭ କୋଟି ଓ ସବୁଜୀକରଣ ପାଇଁ ୬୦୦୭.୯୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଏହି ବଜେଟ ଯୋଗୁ ବିହାରର ମୁଣ୍ଡ ପିଛା ୧୨୯୩୧ ଟଙ୍କା ଋଣ ଭାର ପଡୁଛି । ପୂର୍ବରୁ ଏହା ୧୧୬୪୪ ଟଙ୍କା ଥିଲା ।
Comments are closed.