Latest Odisha News

BREAKING NEWS

Browsing Category

ବିହାର

Bihar

ବିହାରରେ ଛିଣ୍ଡିଲା ଆରଜେଡି ଓ କଂଗ୍ରେସ ଆସନ ଭାଗବଣ୍ଟା, ୨୬ଟି ଆସନରେ ଆରଜେଡି

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ବୁଝାମଣା ହୋଇଛି। ଆଜି ଏହାର ସରକାରୀ ଭାବେ ଘୋଷଣା କରାଯାଇପାରେ। ଆଜି ଅପରାହ୍ନରେ ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ସିଟ୍ ବଣ୍ଟନ ସୂତ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ଶିଶୁ ସମେତ ୭ ମୃତ

ପାଟଣା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ଶିଶୁଙ୍କ ସମେତ ୭ଜଣଙ୍କ ଜୀବନ । ବିହାରର ଖଗାଡିଆରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,…

ମୋଦୀଙ୍କ ସାମ୍ନାରେ ନୀତିଶ କହିଲେ ଆଉ ‘ଏପଟ ସେପଟ ହେବୁନୁ’

ପାଟଣା: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଭାଷଣରେ ଏମିତି କିଛି…

ନୀତୀଶଙ୍କୁ ବଞ୍ଚାଇ ଦେଲେ ଶାହ

ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଏହି ପରମ୍ପରା ମଧ୍ୟରେ…

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର

ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ…

ବିହାର ରାଜନୀତି: ଯେଉଁଦିନ ଇସ୍ତଫା ସେହିଦିନ ଶପଥ ଗ୍ରହଣ

ପାଟନା: ବିହାର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନୀତୀଶ କୁମାର ରବିବାର ଦିନ ୧୦ଟା ବେଳେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି। ଆଉ ଅପରାହ୍ନ ୪ଟା ସମୟରେ ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ନୀତୀଶ ବୋଳି ପକାଉଥିଲା…

ରାଜନୈତିକ ଅସ୍ଥିରତା ମଧ୍ୟରେ ଇଡି ସ୍କାନରରେ ଯାଦବ ପରିବାର

ପାଟନା: ଗୋଟେ ପଟେ ରାଜ୍ୟରେ ଚାଲିଛି ରାଜନୈତିକ ଅସ୍ଥିରତା। ଅନ୍ୟ ପଟେ ଇଡି ଦ୍ଵାରା ସମନ୍ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଣ୍ଡ କୋ। ତାଙ୍କ ଦଳ ଆରଜେଡି ଓ ଜେଡିୟୁ ମଧ୍ୟରେ ଚାଲିଥିବା ରାଜନୀତିକ ଛକାପଞ୍ଝା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଜେରା କରିବାକୁ କରିଛି…

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ…

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…