Latest Odisha News

BREAKING NEWS

ବିଜୟ କୁମାର ସାହୁ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା

ଭୁବନେଶ୍ୱର : ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଡଃ ବିଜୟ କୁମାର ସାହୁ । ଅପରପକ୍ଷରେ ୩୧୪ଟି ଉଚ୍ଚମାନର ସିବିଏସଇ ସ୍କୁଲ, ଓଡିଶାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଖୋଲିବା ନେଇ ରୋଡମ୍ୟାପ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୂଚନା ଦେଇଛନ୍ତି ।

ଏହା ବିଜେଡି ଇସ୍ତାହାର ପତ୍ରର ଏକ ଅଂଶବିଶେଷ ବୋଲି ଜଣାପଡିଛି ।

Leave A Reply

Your email address will not be published.