Latest Odisha News

ଭୁବନେଶ୍ୱର ,କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜେଡି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା । ଭୁବନେଶ୍ୱର ମହାନଗର ନିଗମରୁ ସୁଲୋଚନା ଦାସ ହେଲେ ମେୟର ପ୍ରାର୍ଥୀ । ବ୍ରହ୍ମପୁର ମହାନଗର ନିଗମରୁ ସଂଘମିତ୍ରା ଦଳେଇ ଓ କଟକରୁ ସୁବାସ ସିଂ ହେଲେ ବିଜେଡିର ମେୟର ପ୍ରାର୍ଥୀ ।

Comments are closed, but trackbacks and pingbacks are open.