Latest Odisha News

BREAKING NEWS

ବିଜେଡ଼ି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ସହ ଦଶପଲ୍ଲା ବିଧାୟକ

ଭୁବନେଶ୍ୱର : କନ୍ଧମାଳ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଏବଂ ଅନ୍ୟଜଣେ ଦଶପଲ୍ଲା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ ବୁଧବାର ଦିନ ଶାସକ ଦଳ ବିଜେଡିର ପାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହି ଦୁଇ ନେତା ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

Leave A Reply

Your email address will not be published.