Latest Odisha News

BREAKING NEWS

ଗୁଜରାଟରେ ରେକର୍ଡ ଭାଙ୍ଗିବ ପଦ୍ମ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମତଗଣନା ଆରମ୍ଭ ହୋଇଯାଇଛି । ଗୁଜରାଟରେ ବିଜେପି 9ଟି ଆାସନରେ ଜିତି ସାରିଥିବାବେଳେ ୧୫୩ ଆସନରେ ଆଗରେ ରହିଛି ଦଳ   ।  ବିଜେପି ପରେ ୨ୟ ଆସନରେ ରହିଛି କଂଗ୍ରେସ । ୨୦ ଆସନରେ କଂଗ୍ରେସ ଆଗରେ ଥିବାବେଳେ ଆପ ୩ଟି ଆସନରେ ଆଗରେ ରହିଛି । ଅନ୍ୟ ଦଳ ୩ଟି ଆସନରେ ଆଗରେ ରହିଛି ।

ସେହିପରି ହିମାଚଳ ପ୍ରଦେଶରେ କଂଗ୍ରେସ ୩୪ଟି ଆସନରେ ଆଗରେ ଥିବାବେଳେ ୫ଟି ଆସନରେ ଜିତି ସାରିଲାଣି । ସେହିପରି ବିଜେପି ୪ଟି ଆସନରୁ ଜିତି ସାରିଥିବାର ଖବର ଆସିଛି । ଅନ୍ୟ ୨୨ଟି ଆସନରେ ଆଗରେ ରହିଛି ବିଜେପି ଦଳ । ଆପ ଏଠି ସବୁଠି ପଛରେ ପଡ଼ିଥିବାବେଳେ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିିତିଥିବା ବେଳେ ୨ଟି ଆସନରେ ଆାଗରେ ରହିଛି ।

Leave A Reply

Your email address will not be published.