Latest Odisha News

BREAKING NEWS

Browsing Tag

Gujarat Assembly Election

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

ଗୁଜରାଟରେ ରେକର୍ଡ ଭାଙ୍ଗିବ ପଦ୍ମ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମତଗଣନା ଆରମ୍ଭ ହୋଇଯାଇଛି । ଗୁଜରାଟରେ ବିଜେପି 9ଟି ଆାସନରେ ଜିତି ସାରିଥିବାବେଳେ ୧୫୩ ଆସନରେ ଆଗରେ ରହିଛି ଦଳ   ।  ବିଜେପି ପରେ ୨ୟ ଆସନରେ ରହିଛି କଂଗ୍ରେସ । ୨୦ ଆସନରେ କଂଗ୍ରେସ ଆଗରେ ଥିବାବେଳେ ଆପ ୩ଟି ଆସନରେ ଆଗରେ…

ଭୋଟ୍ ଦେଲେ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସେ ସକାଳୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇନରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ରନିପ୍…

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର ।…