Latest Odisha News

BREAKING NEWS

ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ପଦ୍ମ ଫୁଟାଇଲେ ବିଜେପି ପ୍ରାର୍ଥୀ ଅମର ନାୟକ

 

ବଡ଼ଚଣା: କେନ୍ଦ୍ରାପଡା ଜିଲ୍ଲା ବଡଚଣାରେ ବିଜେପିର ମାଜିମାତ୍ । ଅଭିନେତ୍ରୀ ତଥା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ।

ଅମରଙ୍କ ଠାରୁ ୭ ହଜାର ୩୮୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ବର୍ଷା ।

 

Leave A Reply

Your email address will not be published.