ସୁନ୍ଦରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଓଡିଶା ବିଧାନସଭାରେ ଦେଖିବାକୁ ମିଳୁଛି ବିଜେପିର ଦବଦବା । ଏହାରି ଭିତରେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି ।
ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି । ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇ ଦୁର୍ଗାଚରଣ ତନ୍ତୀ ବିଜୟ ହୋଇଛନ୍ତି ।
Comments are closed.