Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ: ବିଜେପି ଓ ବିଜେଡି ମଧ୍ୟରେ ଟକ୍କର

ଧାମନଗର: ଧାମନଗର ଉପନିର୍ପ୍ରବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି ୧ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୭୪୯, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୩୯୮୦, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ୧୬୨, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪୦୨, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୨୪ ଖଣ୍ଡ ଭୋଟ୍ ପାଇଥିଲେ ।

ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୩୯୮୮, ବିଜେଡି ପ୍ରାର୍ଥୀ ୩୩୭୮, କଂଗ୍ରେସ ପ୍ରାର୍ଥୀ ୧୫୧, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୧୯୫, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୧୭ ଖଣ୍ଡ ଭୋଟ୍ ପାଇଥିଲେ ।

ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୪୧୫୫, ବିଜେଡି ପ୍ରାର୍ଥୀ ୩୫୦୧, କଂଗ୍ରେସ ପ୍ରାର୍ଥୀ ୧୧୪, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୪୯୫, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୧୭ ଖଣ୍ଡ ଭୋଟ୍ ପାଇଥିଲେ ।

୪ଟି ରାଉଣ୍ଡରେ ନୋଟା ସଂଖ୍ୟା ଯଥାକ୍ରମେ ୨୮,୨୪,୨୭,୪୫ ଖଣ୍ଡ ରହିଥିଲା ।

Leave A Reply

Your email address will not be published.