Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ: ୪ରାଉଣ୍ଡରେ ଆଗୁଆ ରହି ପ୍ରତିକ୍ରିୟା ରଖିଲେ ସୂରଜ

ଧାମନଗର : ପ୍ରଥମ ୪ଟି ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତିଯେ, ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ଥିଲେ । ଧାମନଗରବାସୀ ନିଜର ମତଦାନ କରିଛନ୍ତି । ବିଜେପି ଇତିହାସ ରଚିବାର ଆଶା ରଖିଛନ୍ତି ।

ଅସମୟରେ ଉପନିର୍ବାଚନ ହୋଇଛି । ନିର୍ବାଚନ ପାଇଁ ନିଜ ଲୋକଙ୍କୁ ଭୋଟ୍ ମାଗିନାହିଁ, ସେମାନଙ୍କ ଆର୍ଶୀବାଦ ମାଗିଥିଲି । ଧାମନଗରବାସୀ ବିକାଶ ପ୍ରସଙ୍ଗ ନେଇ ନିର୍ବାଚନ ଲଢିଥିଲି । ଭୋଟରଙ୍କ ମତକୁ ମୁଁ ସମ୍ମାନ ଦେଉଛି । ମୁଁ ନିମିତ୍ତ ମାତ୍ର । ସମ୍ପୂର୍ଣ୍ଣ ଫଳାଫଳକୁ ଅପେକ୍ଷା କରିବାକୁ ହେବ ବୋଲି ସୂରଜ କହିଛନ୍ତି ।

Leave A Reply

Your email address will not be published.