Latest Odisha News

BREAKING NEWS

ଧାମନଗର ରାୟ : ୯ମ ରାଉଣ୍ଡ ପରେ ବିଜୟ ନେଇ ଆଶାବାଦୀ ସୂରଜ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ନବମ ରାଉଣ୍ଡରେ ସୂରଜ ୫୨୬୫  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୪୧,୦୮୯ ଖଣ୍ଡ ଭୋଟ୍ ମିଳିଛି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ – ୪୧,୦୮୯

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ – ୩୫,୮୨୪

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ – ୧୫୫୬

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ –  ୫୫୫୭

ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ – ୨୫୦

ନୋଟା – ୩୩୭

Comments are closed.