Latest Odisha News

BREAKING NEWS

ଧାମନଗର ରାୟ : ୮ମ ରାଉଣ୍ଡରେ ସୂରଜ ୫୯୯୧ ଭୋଟରେ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଅଷ୍ଟମ ରାଉଣ୍ଡରେ ସୂରଜ ୫୯୯୧ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୩୬,୦୭୩  ଖଣ୍ଡ ଭୋଟ୍ ମିଳିଛି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ – ୩୬,୦୭୩

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ – ୩୦,୦୮୨

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ – ୧୨୩୬

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ –  ୫୧୪୭

ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ – ୨୧୮

ନୋଟା – ୨୮୮

Leave A Reply

Your email address will not be published.