Latest Odisha News

BREAKING NEWS

ଗଡ ହରାଇଲା ବିଜେଡି, ସରକାର ଗଢିବ ବିଜେପି, ଗୋଟେ ଲାଇନରେ ଜାଣନ୍ତୁ କିଏ କେଉଁଠି ବିଜୟୀ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷର ଶାସନ ପରେ ନିଜ ଗଡ ହରାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ । ଓଡିଶାରେ ହେବେ ନୂତନ ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମଣ୍ଡଳ । ବିଜେଡିର ଗଡ କୁହାଯାଉଥିବା ଓଡିଶା ମାଟି ଏବେ ପରିବର୍ତ୍ତନର ସ୍ଵର ସାଜିଛନ୍ତି । ୫୧ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବହୁମତ ସହ ବିଜେପି ୭୮ଟି ଆସନରେ ବିଜୟ ଲାଭ କରିଛି । ସେହିପରି କଂଗ୍ରେସ ୧୪ ଆସନ ପାଇଥିବା ବେଳେ ୪ଟି ଆସନରେ ବିଜୟ ହୋଇଛନ୍ତି ସ୍ଵାଧୀନ ପ୍ରାର୍ଥୀ । ଗୋଟିଏ ଲାଇନରେ ଜାଣନ୍ତୁ କିଏ କେଏଁଠି ବିଜୟୀ…

ବିଧାନସଭା ଆସନ

  • ବିଜେପୁର – ସନତ କୁମାର ଗଡତିଆ (ବିଜେପି)
  • ବରଗଡ – ଅଶ୍ଵିନୀ କୁମାର ସଡଙ୍ଗୀ(ବିଜେପି)
  • ଅତାବିରା – ନିହାର ରଂଜନ ମହାନନ୍ଦ(ବିଜେପି)
  • ଭଟଲି – ଇରାଶିଷ ଆଚାର୍ଯ୍ୟ(ବିଜେପି)
  • ବ୍ରଜରାଜନଗର – ସୁରେଶ ପୂଜାରୀ(ବିଜେପି)
  • ଝାରସୁଗୁଡା – ଟଙ୍କଧର ତ୍ରିପାଠି(ବିଜେପି)
  • ତଳସରା – ଭବାନୀ ଶଙ୍କର ଭୋଇ(ବିଜେପି)
  • ରଘୁନାଥପାଲି – ଦୁର୍ଗା ଚରଣ ତନ୍ତୀ(ବିଜେପି)
  • କୁଚିଣ୍ଡା – ରବି ନାରାୟଣ ନାୟକ(ବିଜେପି)
  • ସମ୍ବଲପୁର – ଜୟ ନାରାୟଣ ମିଶ୍ର(ବିଜେପି)
  • ତେଲକୋଇ – ଡ. ଫକିର ମୋହନ ନାୟକ(ବିଜେପି)
  • ପାଟଣା – ଅଖିଳ ଚନ୍ଦ୍ର ନାୟକ(ବିଜେପି)
  • କେନ୍ଦୁଝର – ମୋହନ ଚରଣ ମାଝୀ(ବିଜେପି)
  • ବାଙ୍ଗିରିପୋଷୀ – ସାଂଜାଳୀ ମୁର୍ମୁ(ବିଜେପି)
  • କରଞ୍ଜିଆ – ପଦ୍ମଚରଣ ହାଇବ୍ରୁ(ବିଜେପି)
  • ବଡସାହି – ଶାନ୍ତନୁ ବିଜୁଳି(ବିଜେପି)
  • ବାଲେଶ୍ଵର – ମାନସ କୁମାର ଦତ୍ତ(ବିଜେପି)
  • ଧାମନଗର – ସୁରଜ ସୂର୍ଯ୍ୟବଂଶୀ(ବିଜେପି)
  • ବଡଚଣା – ଅମର ନାୟକ(ବିଜେପି)
  • କୋରେଇ – ଆକାଶ ଦାସ ନାୟକ(ବିଜେପି)
  • ଅନୁଗୁଳ – ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)
  • ଟିଟିଲାଗଡ – ନବୀନ ଜୈନ(ବିଜେପି)
  • ଧର୍ମଗଡ – ସୁଧିର ପାଟ୍ଟଯୋଶୀ(ବିଜେପି)
  • ଫୁଲବାଣୀ – ଉମାଚରଣ ମଲ୍ଲିକ(ବିଜେପି)
  • କଣ୍ଟାମାଳ – କହ୍ନେଇ ଚରଣ ଡାଙ୍ଗ(ବିଜେପି)
  • ବୌଦ୍ଧ – ସରୋଜ ପ୍ରଧାନ(ବିଜେପି)
  • କଟକ ସଦର – ପ୍ରକାଶ ସେଠୀ(ବିଜେପି)
  • ପାରାଦୀପ – ସଂପଦ ଚନ୍ଦ୍ର ସ୍ଵାଇଁ(ବିଜେପି)
  • ଜଗତସିଂହପୁର – ଅମରେନ୍ଦ୍ର ଦାସ(ବିଜେପି)
  • ବ୍ରହ୍ମଗିରି – ଉପାସନା ମହାପାତ୍ର(ବିଜେପି)
  • ସତ୍ୟବାଦୀ – ଓମ ପ୍ରକାଶ ମିଶ୍ର(ବିଜେପି)
  • ଏକାମ୍ର-ଭୁବନେଶ୍ଵର – ବାବୁ ସିଂ(ବିଜେପି)
  • ଖୋର୍ଦ୍ଧା – ପ୍ରଶାନ୍ତ ଜଗଦେ୍ଦବ(ବିଜେପି)
  • ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ(ବିଜେପି)
  • ରଣପୁର – ସୁରମା ପାଢ଼ୀ(ବିଜେପି)
  • ଖଣ୍ଡପଡା – ଦୁଷ୍ମନ୍ତ ସ୍ୱାଇଁ(ବିଜେପି)
  • ଭଞ୍ଜନଗର – ପ୍ରଦ୍ୟୁମ୍ନ ନାୟକ(ବିଜେପି)
  • ଆସ୍କା – ସରୋଜ କୁମାର ପାଢୀ(ବିଜେପି)
  • ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର(ବିଜେପି)
  • କୋରାପୁଟ – ରଘୁରାମ ମାଛ(ବିଜେପି)
  • ମାଲକାନଗିରି – ନରସିଂହ ମାଡ଼କାମୀ (ବିଜେପି)
  • ଚିତ୍ରକୋଣ୍ଡା- ମଙ୍ଗୁ ଖିଲ(କଂଗ୍ରେସ)
  • ଆଳି- ପ୍ରତାପ ଦେବ(ବିଜେଡି)
  • ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି)
  • ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ(ବିଜେଡି)
  • ଦଶପଲ୍ଲା- ରମେଶ ବେହେରା(ବିଜେଡି)
  • ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି)
  • ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି)
  • ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି)
  • ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)
  • ଭବାନୀପାଟଣା- ସାଗର ଦାସ(କଂଗ୍ରେସ)
  • ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ)
  • ଘଷିପୁରା- ବଦ୍ରିନାରାୟଣ ପାତ୍ର(ବିଜେଡି)
  • ପାଟକୁରା- ଅରବିନ୍ଦ ମହାପାତ୍ର(ବିଜେଡି)
  • ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)
  • ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି)
  • ଧର୍ମଶାଳା- ହିମାଂଶୁ ସାହୁ(ସ୍ୱାଧୀନ)
  • ରାଉରକେଲା- ସାରଦା ନାୟକ(ବିଜେଡି)
  • ମାହାଙ୍ଗା- ସାରଦା ପ୍ରଧାନ(ସ୍ୱାଧୀନ)
  • ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ଵାଇଁ(ବିଜେଡି)
  • ଧର୍ମଶାଳା- ହିମାଂଶୁ ଶେଖର ସାହୁ(ସ୍ଵାଧୀନ)

Comments are closed.