Latest Odisha News

BREAKING NEWS

ବିହାର ନିର୍ବାଚନ : ବିଜୟ ଉତ୍ସବ ପାଳନ ପାଇଁ ଲଡୁ ତିଆରି କରୁଛନ୍ତି ବିଜେପି କର୍ମକର୍ତା

ପାଟନା: ଆଉ କିଛି ଘଂଟା ପରେ ବିହାର ବିଧାନସଭା ନିର୍ବାଚନ ଫଳାଫଳର ପେଡି ଖୋଲିବ । ବିଭିନ୍ନ ଏକଜିଟ ପୋଲରେ ମହାଗଠବନ୍ଧନ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି । ଏନଡିଏ ଏହା ଭୁଲ ହେବ ବୋଲି ଘୋଷଣା କରିଛି । ବିଜେପି କର୍ମକର୍ତାମାନେ ସୋମବାରଠାରୁ ବିଜୟ ଉତ୍ସବ ପାଳନ ନେଇ ଲଡୁ ପ୍ରସ୍ତୁତ କରୁଛନ୍ତି ।

୧୦ ତାରିଖ ଫଳାଫଳ ନିଶ୍ଚିତ ଭାବେ ଆମ ସପକ୍ଷରେ ଯିବ ବୋଲି ସେମାନେ କହିଛନ୍ତି । ବାଣ କିଣାଯିବ ସହ ଡ୍ରମ ବାଲାଙ୍କୁ ମଧ୍ୟ ଅଗ୍ରୀମ ଦିଆସରିଛି । ଏଲଜେପି ଯୋଗୁ ଏନଡିଏକୁ ଭୋଟରେ କ୍ଷତି ସହିବାକୁ ପଡିଛି ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.