ନବରଙ୍ଗପୁର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନବ ଦାସ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଯିବେ ବେଳେ ତାଙ୍କ ଗାଡି ଉପରପକୁ ଅଣ୍ଡା ମାଡ କରିଛନ୍ତି ବିଜେପି କର୍ମୀମାନେ । ଦୁଇ ମନ୍ତ୍ରୀ ଓ ସର୍କିଟ ହାଉସରୁ ବାହାରି ସଭା ସ୍ଥଳକୁ ଗଲା ବେଳେ ସେମାନଙ୍କ ଗାଡିକୁ ବିଜେପି କର୍ମୀମାନେ ରାସ୍ତା ଉପରେ ଅଣ୍ଡାମାଡ କରିଥିଲେ ।
BREAKING NEWS
- ସହଜ ନଥିଲା ନାନା ପାଟେକରଙ୍କ ଜୀବନ ଯାତ୍ରା; ୧୩ ବର୍ଷରୁ କାମ ଆରମ୍ଭ କରିଥିଲେ, ପୋଷ୍ଟର ପେଣ୍ଟିଂ…
- ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି
- ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ, ଆତଙ୍କିତ ଛାତ୍ରଛାତ୍ରୀ
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି ଅଭିଯୋଗ; ଚାକିରି ଅବଧି ବଢ଼ାଇବାକୁ…
- Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା ବେ!’ ଠାରୁ ‘ଆଗୟେ ମେରେ ମତ୍…’, କାନରେ ଗୁଞ୍ଜରିତ ହେଉଛି ସ୍ବର…
- ବାଇକ୍କୁ ଧକ୍କା ଦେଲା ଟ୍ରକ୍; ଦମ୍ପତି ମୃତ
- Nana Patekar in Army: ଫିଲ୍ମ ଛାଡ଼ି ସୀମାରେ ପହଞ୍ଚିଥିଲେ ନାନା! କେବଳ ପରଦାରେ ନୁହେଁ, ସତରେ କାରଗିଲରେ ପାକିସ୍ତାନ ବିରୋଧରେ ଲଢ଼ିଥିଲେ!
- ଗଞ୍ଜାମରେ ଟିପିଏସ୍ଓଡିଏଲ୍ର ମେଗା ‘ସେବା ସେତୁ’ କ୍ୟାମ୍ପ…
- Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି ନାଁରେ କାନ୍ଦୁଛି ସାରା ସିନେମା ଜଗତ
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ

Comments are closed.