Latest Odisha News

BREAKING NEWS

ଦ୍ୱିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ପତ୍ନୀ ବି ପଜିଟିଭ୍

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିମୋ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ । ସେ ଲେଖିଛନ୍ତି ଆସନ୍ତା ୨୬ ତାରିଖରେ ଆସନସୋଲ୍ ବିଧାନସଭା ନିର୍ବାଚନରେ ଭୋଟ୍ ଦେଇ ପାରୁ ନଥିବା ତାଙ୍କୁ ଦୁଃଖିତ କରିଛି । ଘରୁ ଥାଇ ସବୁ କାମ କରିବେ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ ।

Leave A Reply

Your email address will not be published.