Latest Odisha News

BREAKING NEWS

Browsing Tag

Tested Corona Positive

ଦ୍ୱିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ପତ୍ନୀ ବି ପଜିଟିଭ୍

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିମୋ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ । ସେ ଲେଖିଛନ୍ତି…

ଦୁଇ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ମଲପ୍ପୁରମ: କେରଳରେ ସ୍କୁଲ ଖୋଲିବାର ମାସେ ପରେ ମଲପ୍ପୁରମର ଦୁଇଟି ସ୍କୁଲର ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଶିକ୍ଷକ ଓ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ଯାଞ୍ଚ କରାଯାଇଥିଲା ।…

ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାର କିଛି ଲକ୍ଷଣ ତାଙ୍କ ନିଟରେ ଦେଖାଯିବାରୁ ସେ ସ୍ୱାବ ଟେଷ୍ଟ କରିଥିଲେ । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟରେ…

ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍

ଭୁବନେଶ୍ୱର : କୃଷି ମନ୍ତ୍ରୀ ତଥା ଉଚ୍ଚ ଶିକ୍ଷା ଅରୁଣ ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ମୋର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ଘରେ ସଙ୍ଗରୋଧରେ ଅଛି, ମୋ ସ୍ୱାସ୍ଥ୍ୟାବସ୍ଥା ସ୍ଥିର…