Latest Odisha News

BREAKING NEWS

ଧାମନଗରରେ ବାଜି ମାରିଲା ବିଜେପି,ବିଜୟୀ ହେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ: ଧାମନଗରରେ ବାଜି ମାରିଲା ବିଜେପି । ଧାମନଗରରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ।ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇ ଧାମନଗର ଆସନ ହାତେଇଛନ୍ତି । ସୁରଜ ୭ ହଜାର ୯୩୧ ଭୋଟରେ ସଞ୍ଜୟଙ୍କୁ ପରାସ୍ତ କରିଛନ୍ତି ।

ଏହି ଆସନରୁ ୨୦୧୯ ରେ ସୁରଜ ବାପା ବିଷ୍ଣୁ ସେଠୀ ବିଜୟୀ ହୋଇ ବିଧାୟକ ହୋଇଥିଲେ ।କିନ୍ତୁ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ବିଜୟୀ ହୋଇଥିଲେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ତେବେ ବର୍ତମାନ ବିଧାନସଭା ନିର୍ବାଚନରେ ବାପାଙ୍କ ଗଡ ଜିତିଛନ୍ତି ପୁଅ ସୂର୍ଯ୍ୟବଂଶୀ ସୁରଜ ।

Comments are closed.