Latest Odisha News

BREAKING NEWS

ନନ୍ଦନକାନନ: ଚିକିତ୍ସାଧିନ କଳା ଭାଲୁର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ଏକ ଦେଶୀ କଳା ଭାଲୁର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ମୃତ ଭାଲୁଟିର ବୟସ ୩୦ ବର୍ଷ ହୋଇଥିବାବେଳେ ସେ ଦୀର୍ଘଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା ।

ତେବେ ମୃତ ଭାଲୁ ‘ବାଙ୍କି’ ର ମୃତ୍ୟୁ ପରେ ନନ୍ଦନକାନନରେ ଭାଲୁ ସଂଖ୍ୟା ୧୪କୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ନନ୍ଦନକାନନରେ ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.