Latest Odisha News

BREAKING NEWS

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଏହି ରାଜ୍ୟ

ଡେରାଡୁନ୍‌: ବ୍ଲାକ୍ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ଦେଶରେ ପ୍ରାୟ ୯୦୦୦ରୁ ଅଧିକ ରହିଥିବା ବେଳେ ବିଭିନ୍ନ ରାଜ୍ୟ ଏବେ ଏହାକୁ ମହାମାରୀ ଘୋଷଣା କରିସାରିଲେଣି। ଉତ୍ତରାଖଣ୍ଡ ମଧ୍ୟ ଏହି ତଲିକାର ସାମିଲ୍‌ ହୋଇଛି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ବହୁ ସଂଖ୍ୟକ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ରୋଗୀଙ୍କ ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି।

ଉତ୍ତରାଖଣ୍ଡରେ ବ୍ଲାକ୍ ଫଙ୍ଗସ୍‌ର ମୋଟ ୬୫ ମାମଲା ରହିଛି। ସେଥିମଧ୍ୟରୁ ୬୧ ଜଣଙ୍କୁ ରିଷିକେଶର ଏମ୍ସରେ ଭର୍ତ୍ତି କରାଯାଇଛି ବୋଲି ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ କହିଛି।

Comments are closed.