Latest Odisha News

BREAKING NEWS

Browsing Tag

black fungus

ଡେଙ୍ଗୁରୁ ସୁସ୍ଥ ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଡେଙ୍ଗୁରୁ ସୁସ୍ଥ ହେବାର ୧୫ ଦିନ ପରେ ଗ୍ରେଟର ନୋଏଡାର ବାସିନ୍ଦା ମହମ୍ମଦ ତାଲିବ ତାଙ୍କ ଗୋଟିଏ ଆଖିରୁ…

ରାଜ୍ୟରେ ୨୯ଜଣଙ୍କ ଜୀବନ ନେଇଛି ବ୍ଲାକ୍‌ ଫଙ୍ଗସ୍

ଭୁବନେଶ୍ୱର: ବ୍ଲାକ୍‌ ଫଙ୍ଗସ୍ କିମ୍ବା ମ୍ୟୁକୋର୍ମାଇକୋସିସ୍ କାରଣରୁ ଓଡିଶାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ମୋଟ ୨୧୨ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ସେଥିରୁ…

ଦେଶରେ ଏଯାଏ ୪୫ ହଜାରରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜୁଲାଇ ୧୫ ପର୍ଯ୍ୟନ୍ତ ମୋଟ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଯେଉଁଥିରେ ୨୧,୦୮୫ ପ୍ରଭାବିତ ଲୋକ ଚିକିତ୍ସିତ ହେଉଥିବା ବେଳେ ୪,୨୫୨ ଜଣଙ୍କର…

ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୪୦,୮୪୫ କଳା ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି। ମୋଟ ୧୩,୦୮୩ ରୋଗୀ ୧୮ରୁ ୪୫ ବର୍ଷର ଥିବା…

କଟକ ଏସସିବି ବଡ଼ ମେଡିକାଲରେ ବ୍ଲାକ ଫଙ୍ଗସ ରୋଗୀ

କଟକ : କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ଏବଂ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା…

ବ୍ଲାକ୍ ଫଙ୍ଗସ୍: ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ ରପ୍ତାନି ଉପରେ ସରକାର ମଙ୍ଗଳବାର ଦିନ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଇଞ୍ଜେକ୍ସନ ରପ୍ତାନି…

ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ସନ୍ଦେହ

ସମ୍ବଲପୁର: ଭିମ୍‌ସାରରେ ଜଣେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ରୋଗୀଙ୍କର ରବିବାର ରାତିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ଭିମ୍‌ସାର୍‌ ଅଧୀକ୍ଷକ ଲାଲ ମୋହନ ନାୟକ ଏହି ସୂଚନା ଦେଇଛନ୍ତି।…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁ କାଶ୍ମୀର

ଶ୍ରୀନଗର: ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଦିନ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହାକୁ ମହାମାରୀ ଘୋଷଣା କରିଛନ୍ତି। ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଏହି ରାଜ୍ୟ

ଡେରାଡୁନ୍‌: ବ୍ଲାକ୍ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ଦେଶରେ ପ୍ରାୟ ୯୦୦୦ରୁ ଅଧିକ ରହିଥିବା ବେଳେ ବିଭିନ୍ନ ରାଜ୍ୟ ଏବେ ଏହାକୁ ମହାମାରୀ ଘୋଷଣା କରିସାରିଲେଣି। ଉତ୍ତରାଖଣ୍ଡ ମଧ୍ୟ ଏହି ତଲିକାର ସାମିଲ୍‌ ହୋଇଛି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ବହୁ…

ଦେଶରେ ୮,୮୦୦ ରୁ ଅଧିକ ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ପ୍ରଭାବିତ

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରାୟ ୯୦୦୦ ଲୋକ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡା ଆଜି କହିଛନ୍ତି। ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରଭାବିତ ରାଜ୍ୟକୁ ଫଙ୍ଗଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ପ୍ରମୁଖ ଔଷଧର ୨୩,୦୦୦…