କଟକ : କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ଏବଂ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ତାଙ୍କୁ ଏସସିବି ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସଂପୃକ୍ତ ମହିଳା ରୋଗୀଙ୍କୁ ଏସସିବିର ଆଖି, ଇଏନଟି ଓ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଚିକିତ୍ସା କରୁଛନ୍ତି । ଆଜି ଏହି ରୋଗୀଙ୍କ ଚିକିତ୍ସା ନେଇ ଉଚ୍ଚସ୍ତରୀୟ ଆଲୋଚନା କରାଯିବ । ଏହାସହ ଏସସିବି ବ୍ଲାକ ଫଙ୍ଗସ ଟିମ୍ ତିଆରି ନେଇ ଚୂଡାନ୍ତ ହୋଇଛି । ଏହି ଟିମର ମୁଖ୍ୟ ରହିବେ ଡାକ୍ତର ନିରୂପମା ଚଇନି ।
BREAKING NEWS
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
Comments are closed.