Latest Odisha News

ସପ୍ତାହେ ପାଇଁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ ପରିସର

ଭୁବନେଶ୍ୱର: ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସପ୍ତାହେ ପାଇଁ ଭୁବନେଶ୍ୱର ଜୁଡିସିଆଲ ପରିସରକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରିଛି ବିଏମସି । ଆସନ୍ତାକାଲିଠୁ ୨୫ ତାରିଖ ଯାଏଁ ଏହା ଲାଗୁ ହେବ ।

ତେବେ କଣ୍ଟେନମେଣ୍ଟରୁ ବାଦ ପଡିଛି ଉପଜିଲ୍ଲାପାଳଙ୍କ ଅଫିସ, ତହସିଲ ଓ ସବରେଜଷ୍ଟ୍ରାର ଅଫିସ । ବିଏମସିର ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିସନର ଏ ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.