Latest Odisha News

BREAKING NEWS

ବିବାହ ଓ ଅନ୍ତ୍ୟେଷ୍ଟି ଲାଗି ବିଏମସିର ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ବିଏମସିର ନୂଆ ନିୟମ ଅନୁଯାୟୀ, ବିବାହ ସମ୍ବନ୍ଧୀୟ କାର‌୍ୟ୍ୟରେ ଯୋଗଦାନ କରିବା ପାଇଁ ପାଖାପାଖି ୧୦୦ ଜଣଙ୍କୁ ଅନୁମତି ପ୍ରଦାନ କରାଯିବ।

ଏଥିସହିତ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଏମସି ପକ୍ଷରୁ ୫୦ ଜଣଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।

ଜାଣନ୍ତୁ, ବିଏମସିର କ’ଣ ରହିଛି ନୂଆ ଗାଇଡଲାଇନ…

Comments are closed.