Latest Odisha News

BREAKING NEWS

ରାଜଧାନୀରୁ ଜବତ ହେଲା ୨ ଟନରୁ ଅଧିକ ଓଜନର ପଲିଥିନ୍

ଭୁବନେଶ୍ୱର: ବେଆଇନ ପଲିଥିନ୍ ତିଆରି ଫ୍ୟାକ୍ଟ୍ରି ଉପରେ ବିଏମସିର ଚଢଉ । ଆଜି ରାଜଧାନୀର ଆଇଗିଣିଆ ଅଂଚଳରେ ଥିବା ବିଏମସି ଏକ ସ୍କ୍ୱାର୍ଡ ଚଢଉ କରି ୨ଟନରୁ ଅଧିକ ପଲିଥିନ୍ ଜବତ କରିଛି ।

ନିଷିଦ୍ଧ ହୋଇଥିବା ସାମଗ୍ରୀ ଗଚ୍ଛିତ ଓ ବିକ୍ରି କରୁଥିବା ଅଭିଯୋଗରେ କାରଖାନାର ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରିଛି ବିଏମସି । ୨୦୧୯ ମସିହାରୁ ଲିଥିନ ବ୍ୟବହାର ଉପରେ କଟକଣା ଜାରି ହୋଇଛି । ଏହାପରେ ମଧ୍ୟ ଅନେକ ସ୍ଥାନରେ ଏହାର ଖିଲାପ ହେଉଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.