ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା ଦେଇଛି।
New slots will open for 18-44 age group (1st Dose) and 45+ (1st & 2nd Dose) at all 7 Drive-In Locations in Bhubaneswar.
Slot also available at other centres in the evening session for 2nd Dose of 45+ age group.Booking starts today at 7pm.
Link https://t.co/Y6Ip8MVYeH pic.twitter.com/eBVMDQiIlK— BMC (@bmcbbsr) June 6, 2021
ସେହିପରି ଅନ୍ୟ ସେଣ୍ଟର ଗୁଡିକରେ ସନ୍ଧ୍ୟା ସେସନରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଭ୍ୟାକ୍ସିନ ଦିଆଯିବ।
Comments are closed.