କୃଷ୍ଣପ୍ରସାଦ: ଚିଲିକା ମଝିରେ ଏକ ଡଙ୍ଗା ଫସି ରହିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଚିଲିକା ମଝିରେ ଫସିଥିଲା ଡଙ୍ଗା। ଆଜି ଅପରାହ୍ନରେ କୃଷ୍ଣପ୍ରସାଦ ଅନ୍ତର୍ଗତ ମଏସା ନିକଟ ଚିଲିକାରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ସେହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଏବଂ ୪୦ ରୁ ଅଧିକ ମୋଟର ସାଇକେଲ ରହିଥିଲା। ଖବର ମୁତବକ ଡଙ୍ଗାଟି ଜହ୍ନିକୁଦା ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ଯାଇଥିଲା। ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଡଙ୍ଗା ମଝି ଚିଲିକାରେ ଭାସମାନ ଅବସ୍ଥାରେ ରହିଥିବା ଜଣାପଡ଼ିଛି।
BREAKING NEWS
- ୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?
- LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ
- Isreal Iran US Ceasefire: ମଧ୍ୟପ୍ରାଚ୍ୟରେ ଫେରିଲା ଶାନ୍ତି! ଜାଣନ୍ତୁ ଇରାନର ୧୦-ସୂତ୍ରୀ ସେଇ ଯୋଜନା, ଯାହା ମାନିଲା ଆମେରିକା!
- ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି
- ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ
- Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’
- ୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
- ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍
- ATSର ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା ସମେତ ୫ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ
- ସାରା ରାଜ୍ୟରେ ଝଡବର୍ଷା ଆଲର୍ଟ, ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Comments are closed.