Latest Odisha News

ଜାଣନ୍ତୁ ବଲିଉଡ୍‌ର କିଛି ଏଭର୍‌ଗ୍ରୀନ୍‌ ଭାଲେଣ୍ଟାଇନ୍ସ ଗୀତ ସମ୍ପର୍କରେ

ନୂଆଦିଲ୍ଲୀ: ବଲିଉଡରେ ରୋମାଣ୍ଟିକ୍‌ ଗୀତ ବିନା ପ୍ରେମର ଅଭିବ୍ୟକ୍ତି ବିନା ଭାଲେଣ୍ଟାଇନ୍ସ ଡେ ଅସମ୍ପୂର୍ଣ୍ଣ। ବଲିଉଡ୍‌ରେ ଏମିତି ଅନେକ ଗୀତ ରହିଛି ଯାହା ପ୍ରେମର ଦିନଟିକୁ ଆହୁରି ପ୍ରେମରେ ଭରିଦିଏ। ଭାଲେଣ୍ଟାଇନ୍ସ ଡେ’ରେ ଜାଣନ୍ତୁ କିଛି ସର୍ବୋତ୍ତମ ରୋମାଣ୍ଟିକ୍ ଗୀତର ଏକ ତାଲିକା:

BjdElectrycity

ତୁଝେ ଦେଖା ତୋ (ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ)
ଗାୟକ: କୁମାର ସାନୁ ଏବଂ ଲତା ମଙ୍ଗେଶକର

ପେହେଲା ନଶା (ଜୋ ଜୀତା ୱୋହି ସିକନ୍ଦର)
ଗାୟକ: ଉଦିତ ନାରାୟଣ ଏବଂ ସାଧନା ସରଗାମ।

ଜରା ଜରା (ରେହନା ହ i ତେରେ ଦିଲ୍ ମେନ୍)
ଗାୟକ: ବମ୍ବେ ଜୟଶ୍ରୀ।

ଦୋ ଦିଲ୍ ମିଲ୍ ରହେ ହୈ (ପର୍‌ଦେଶ)
ଗାୟକ: କୁମାର ସାନୁ

ପ୍ୟାର୍ ହୁଆ ଇକ୍‌ରାର୍‌ ହୁଆ (ଶ୍ରୀ ୪୨୦)
ଗାୟକ: ମାନ୍ନା ଦେ ଏବଂ ଲତା ମଙ୍ଗେଶକର।

ତୁମ୍ ହି ହୋ (ଆଶିକି ୨)
ଗାୟକ: ଅରିଜିତ ସିଂ

ହୋଶୱାଲନ୍ କୋ ଖବର କ୍ୟା (ସରଫରୋଶ)
ଗାୟକ: ଜଗଜିତ୍ ସିଂ।

ଓ ମେରେ ଦିଲ୍ କେ ଚେନ୍ (ମେରେ ଜୀୱାନ୍ ସାଥି)
ଗାୟକ: କିଶୋର କୁମାର।

କୁଚ ନା କହୋ (୧୯୪୨: ଏକ ପ୍ରେମ କାହାଣୀ)
ଗାୟକ: କୁମାର ସାନୁ।

ସାଥିଆ (ସାଥିଆ)
ଗାୟକ: ସୋନୁ ନିଗମ

ରୁପ୍ ତେରା ମସ୍ତାନା (ଆରାଧନା)
ଗାୟକ: କିଶୋର କୁମାର।

ଦିଲ୍ ‌ହୈ କେ ମାନ୍‌ତା ନୈହି (ଦିଲ୍ ‌ହୈ କେ ମାନ୍‌ତା ନୈହି )
ଗାୟକ: କୁମାର ସାନୁ ଏବଂ ଅନୁରାଧା ପୋଡୁୱାଲ।

ଚାନ୍ଦ୍‌ ଛୁପା ବାଦଲ ମୈ (ହମ୍ ଦିଲ୍ ଦେ ଚୁକେ ସନମ୍)
ଗାୟକ: ଉଦିତ ନାରାୟଣ ଏବଂ ଅଲକା ୟାଗନିକ୍

ଧୀରେ ଧୀରେ ସେ ‌ଜିନ୍ଦେଗୀ ମେ (ଆଶିକ)
ଗାୟକ: କୁମାର ସାନୁ ଏବଂ ଅନୁରାଧା ପୋଡୁୱାଲ।

ବାହୋ କେ ଦରମିୟା (ଖାମୋସି)
ଗାୟକ: ହରିହରନ୍ ଏବଂ ଅଲକା ୟାଗନିକ୍।

ତେରୀ ଗଲିଆନ୍ (ଏକ ଭିଲେନ୍)
ଗାୟକ: ଅଙ୍କିତ ତିୱାରୀ

ସୁରଜ ହୁଆ ମଧ୍ୟମ୍‌ (କଭି ଖୁସୀ କଭି ଗମ୍‌)
ଗାୟକ: ସୋନୁ ନିଗମ ଏବଂ ଅଲକା ୟାଗନିକ୍

ଚୁରା ଲିଆ ‌ହୈ ତୁମ୍‌ନେ ଜୋ ଦିଲ୍ କୋ (ୟାଦୋ କି ବାରାତ୍‌)
ଗାୟକ: ମହମ୍ମଦ ରାଫି ଏବଂ ଆଶା ଭୋସଲେ

ୟେ ହସିନ୍ ୱାଦିଆଁ (ରୋଜା)
ଗାୟକ: ଏସପି ବାଲାସୁବ୍ରମଣ୍ୟମ୍ ଏବଂ ଚିତ୍ର ସିଂ।

ପେହଲା ପେହଲା ପ୍ୟାର ହ‌ୈ (ହମ୍ ଆପକେ ହେ କୌନ୍‌)
ଗାୟକ: ଏସପି ବାଲାସୁବ୍ରମଣ୍ୟମ୍

Leave A Reply

Your email address will not be published.