ଭୁବନେଶ୍ୱର : ଜାଗାବାଡିକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ଉପକଣ୍ଠରେ ହେଲା ବୋମାମାଡ । ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଛି । ଜାଗାବାଡି ବିକ୍ରି ବାବଦରେ କମିଶନ ଟଙ୍କାକୁ ନେଇ ବୋମା ଫିଙ୍ଗା ଓ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ । ପୋଲିସ ତଦନ୍ତ ଜାରି ରଖିଛି ।
BREAKING NEWS
- ନିର୍ମାଣାଧୀନ ଘରୁ ମିଳିଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ଭୟ କରିଗଲା କି ଟିଆରଏଫ, ଏବେ ଆକ୍ରମଣରେ ହାତ ନାହିଁ ବୋଲି କହୁଛି
- ଓଡ଼ିଶାରେ କମିଲା ସୁନା ଦର, ଆଜି କିଣିଲେ କେତେ ଟଙ୍କା ପଡ଼ିବ
- ଭାରତର ମିସାଇଲ ଦେଖି ଛାନିଆ ପାକିସ୍ତାନ ! ଗୋଟିଏ ମାଡ଼ରେ ଧ୍ୱଂସ ହୋଇଯିବ ଇସଲାମବାଦ
- ବକେୟା ଅର୍ଥ ଦେଇ ନ ପାରିବାରୁ ଅଜଲାନ ଶାହ କପ ହକିରେ ଖେଳିବନି ପାକିସ୍ତାନ
- ଭୁବନେଶ୍ବରରେ ପାକିସ୍ତାନୀ ମହିଳା, ଦେଶ ଛାଡ଼ି ଯିବାକୁ କମିଶନରେଟ୍ ପୋଲିସର ନୋଟିସ୍
- ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ନିୟୋଜିତ ହେଲେ ସ୍ଵତନ୍ତ୍ର ବାହିନୀ, ୨୮ ପୂର୍ବରୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ
- ରାମଲୀଳା ଦେଖୁଥିଲେ: ନଡ଼ିଆ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
- ଆଜି ପୋପ୍ ଫ୍ରାନ୍ସିସଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ମୁର୍ମୁ, ଅନ୍ତିମ ସଂସ୍କାରରେ ଦେବେ ଯୋଗ
- ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼
Comments are closed.