ଯାଜପୁର : ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼ । ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ଗାଡି ଉପରକୁ ବୋମାମଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଯାଜପୁର ଇମାନନଗରେ ଘଟିଛି ଏଭଳି ଘଟଣା । ବୋମାମାଡ଼ରେ ଆହତ ହୋଇଥିବା ୩ ଜଣଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
BREAKING NEWS
- Planning Terror Attack: Toy Car Bomb ଦ୍ବାରା ବିସ୍ଫୋରଣ ଯୋଜନା କରୁଥିବା ୨ ଆତଙ୍କବାଦୀ ଗିରଫ; ରହିଛି ଜୈଶ ଲିଙ୍କ
- ‘Sri Beach’ Project:ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ଶ୍ରୀବିଚ୍! ଆଗାମୀ ୧୬ ମାସରେ ଶେଷ ହେବ ପ୍ରକଳ୍ପ
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- Hostel Ragging:ସିନିୟର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ; ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତିକୁ ଦାୟୀ…
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- Hingula Mahotsav:ହିଙ୍ଗୁଳା ମହୋତ୍ସବରେ ଅଘଟଣ; ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର
Comments are closed.