Latest Odisha News

BREAKING NEWS

କରୋନାର ପ୍ରଭାବରେ ବନ୍ଦ ହେଲା ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥୁବା ମହାମାରୀ କରୋନାର ପ୍ରଭାବକୁ ଦେଖି ବନ୍ଦ କରାଯାଇଛି ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ବନ୍ଦ କରାଯାଇଛି ।

ଏହି ମହୋତ୍ସବ ଆଜିଠୁ ଆରମ୍ଭ ହେବାର ଥିଲା ଏବଂ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ସଂସ୍କୃତି ବିଭାଗ ପକ୍ଷରୁ ଏହା ବନ୍ଦ ହେବ ବୋଲି ସୂଚନା ମିଳିଛି।

ଏହି ମହୋତ୍ସବରେ ଭାଗ ନେବା ପାଇଁ ୪୯୭ ଟି ଷ୍ଟଲରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରକାଶକ ପହଞ୍ଚି ସାରିଥିବା ବେଳେ, ବୁକିଂ ବାତିଲ ହୋଇଯିବା କାରଣରୁ  ସେମାନେ ଫେରଯିବାକୁ ବାଧ୍ୟ ହୋଇଛନ୍ତି । ଏହା ପୁସ୍ତକ ପ୍ରେମୀଙ୍କ ମନରେ ନିରାଶା ସୃଷ୍ଟି କରିଛି ।

Leave A Reply

Your email address will not be published.